ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଜେନୋରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ବିବାହ ପରେ ବିହାରରୁ ବିଜନୋର ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।କାର ଓ ଅଟୋ ମୁଁହା ମୁଁହି ଧକ୍କାରେ ଏଭଳି ଘଟଣା ଘଟିଛି । ବର ଓ କନ୍ୟା ସହ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି ୨ ଜଣ ଗୁରୁତର ଅଛନ୍ତି ।