28.4 C
Bhubaneswar
Tuesday, July 14, 2026
Homeଓଡିଶାଡ୍ୟାମ ଲିକରେ ବୁଡିଲା ଚାଷ ଜମି  : ଚିନ୍ତାରେ ଚାଷୀ

ଡ୍ୟାମ ଲିକରେ ବୁଡିଲା ଚାଷ ଜମି  : ଚିନ୍ତାରେ ଚାଷୀ

କୋରାପୁଟ : କୋରାପୁଟ    ରାଣୀଗଡ  ତେଲିଙ୍ଗିର  ଡ୍ୟାମରୁ  ଲିକ ହେଉଛି ପାଣି ।  ପ୍ରଭାବିତ ହୋଇପାରେ  କୋରାପୁଟ  ଜିଲ୍ଲା ବୋରିଗୁମ୍ମା  ଓ କୋଟପାଡ ବ୍ଲକ ଅଞ୍ଚଳର  ୧୦ ହଜାର  ହେକ୍ଟର ଚାଷ ଜମି ।  ଏହି ଡ୍ୟାମରେ ଥିବା  ସ୍ଲୁଇସ ଗେଟର  ଏକ ଛୋଟ ରନ୍ଧ୍ର  ଦେଇ  ୩ଦିନ  ହେଲାଣି ଲିକ ହେଉଛି ପାଣି  ଏହି ସବୁ ଛିଦ୍ରକୁ  ବନ୍ଦ କରିବା ପାଇଁ ପୁରା ଡ୍ୟାମକୁ  ଖାଲି କରିବା ପାଇଁ  ପୁରା ଡ୍ୟାମକୁ  ଖାଲି କରିବା ପାଇଁ ଚିନ୍ତା କରୁଛି ପ୍ରଶାସନ । ଡ୍ୟାମ ସମ୍ପୁର୍ଣ୍ଣ ଶୁଖିଲା ହୋଇଗଲେ ପ୍ରଭାବିତ ହେବେ ଲକ୍ଷ ଲକ୍ଷ ଚାଷୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking