23.1 C
Bhubaneswar
Thursday, November 14, 2024
Homeଓଡିଶାଆପଣଙ୍କର ଗଳା ସମସ୍ୟା ଅଛି କି ? ତାହେଲେ କରନ୍ତୁ ଏହି ଉପାୟ ..

ଆପଣଙ୍କର ଗଳା ସମସ୍ୟା ଅଛି କି ? ତାହେଲେ କରନ୍ତୁ ଏହି ଉପାୟ ..

ଭୁବନେଶ୍ୱର:  ପାଣିପାଗ ପରିବର୍ତ୍ତନ ହେବା  ମାତ୍ରେ ଲୋକମାନେ ଅସୁସ୍ଥ ହୋଇଯାଆନ୍ତି ।  ଥଣ୍ଡା ଓ କାଶର ଶିକାର ହୁଅନ୍ତି ।  ଏଥିରୁ ମୁକ୍ତି ପାଇବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ କିଛି ଘରୋଇ ଉପଚାର ଆମେ କହି ରଖୁଛୁ ଏହା କରନ୍ତୁ , ଯାହା  କାଶ ଏବଂ ଗଳା ସମସ୍ୟାକୁ ହ୍ରାସ କରିବାରେ  ସହାୟକ ହୋଇଥାଏ ।  ଅନେର୍ପ୍‌କାର ହର୍ୱାଲ ଟି ରହିଛି ଯାହା ଗଳାକୁ ତୁରନ୍ତ ଆରାମ ପ୍ରଦାନ କରିଥାଏ । ଅଦା ଆଣ୍ଟି- ଇନଫ୍ଲାମେଟୋରୀ ଗୁଣ ରହିଛି , ଯାହା ଗଳାର ଫୁଲାକୁ  ହ୍ରାସ କରିବାରେ ସାହାର୍‌୍ୟ୍‌ୟ କରେ । ସାଧାରଣତଃ କ୍ଷୀର ଚାରେ ଅଦା ବ୍ୟବହୃତ ହୁଏ । ଏହା ଏବେ ଡିକୋସନ ଭାବରେ କାମ କରେ । ଲବଙ୍ଗରେ ଆନାଲେଜିକ ଗୁଣ ରହିଛି  , ଯାହା ଗଳା ଯନ୍ତ୍ରଣାକୁ ହ୍ରାସ କରିଥାଏ । ଗରମ ପାଣି ସହିତ ଲବଙ୍ଗ କୁ ନେଇ ପିଇପାରିବେ । ମହୁ ଏବଂ ଗୋଲ ମରିଚ ମଧ୍ୟ କାଶରୁ  ମୁକ୍ତି ପାଇପାରିବେ । ଗରମ  ପାଣି ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଏବଂ କାଶରୁ ମଧ୍ୟ ଆରାମ ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking