23.1 C
Bhubaneswar
Tuesday, February 3, 2026
Homeଓଡିଶାପିକ ଅପକୁ ପିଟିଲା ଟ୍ରକ୍: ଚାଳକ ଗୁରୁତର

ପିକ ଅପକୁ ପିଟିଲା ଟ୍ରକ୍: ଚାଳକ ଗୁରୁତର

ଭଦ୍ରକ: ୧୬ ନମ୍ୱର ଜାତୀୟ ରାଜପଥର ରାହାଞ୍ଜ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ପିକ ଅପକୁ ପିଟିଛି ଟ୍ରକ୍। ଏଥିରେ ଟ୍ରକ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଟ୍ରକ ଚାଳକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣା ପଡ଼ିଛି। ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଚାଳକଙ୍କ ପରିଚୟ ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking