28.1 C
Bhubaneswar
Saturday, August 29, 2026
Homeଓଡିଶାଷଣ୍ଢ ଆକ୍ରମଣରେ ବୃଦ୍ଧ ମୃତ

ଷଣ୍ଢ ଆକ୍ରମଣରେ ବୃଦ୍ଧ ମୃତ

କଟକ: କଟକ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ପାଗଳ ଷଣ୍ଢ ଆକ୍ରମଣରେ ବୃଦ୍ଧ ମୃତ ହୋଇଥିବା ନେଇ ସୂଚନା। ବିଡାନାସୀ ଥାନା ଭୂଆସୁଣୀ ପଠାରେ ପାଗଳ ଷଣ୍ଢର ଉତ୍ପାତ ଘଟଣା। ତେବେ ସୂଚନା ଅନୁଯାଇ ବୃଦ୍ଧ ଜଣଙ୍କ ସକାଳୁ ପଠାକୁ ଯାଇଥିବା ବେଳେ ଘଟିଥିଲା ଏମିତି ଘଟଣା । ଷଣ୍ଢଟି ବୃଦ୍ଧଙ୍କୁ ପଠାରେ ଆକ୍ରମଣ କରିଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ତେବେ ସୂଚନା ଅଛିକି ଗତକାଲି ଷଣ୍ଢଟି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିଲା ବେଳେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking