ଭୁବନେଶ୍ୱର: ବାହାର ରାଜ୍ୟରୁ ଧାନ ଯେମିତି ନ ଆସିବ ସେଠିଆଇନ ସିଲ ହେବ ସୀମା । ଗଂଜାମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ଆମର ପେଟ୍ରୋଲିଙ୍ଗ ଗାଡି ବୁଲିବ, ସିସିଟିଭି ଲାଗିବ । ବାହାର ରାଜ୍ୟର ଧାନ ଯେପରି ନ ଆସିବ ବା ନ ଯିବ ବ୍ୟବସ୍ତା କରାଯିବ । ୨ ଟା ଜିଲ୍ଲା ଦାୟିତ୍ୱରେ ରହିବେ ଜଣେ ମନ୍ତ୍ରୀ । ଚାଷୀଙ୍କ ଧାନ ସଂଗ୍ରହ ସହ ଏସବୁ କାର୍ଯ୍ୟର ନିରୀକ୍ଷଣ କରିବେ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।