24.1 C
Bhubaneswar
Friday, March 20, 2026
Homeଅପରାଧମଣିପୁରରେ ମାଓବାଦୀଙ୍କ ଆକ୍ରମଣ

ମଣିପୁରରେ ମାଓବାଦୀଙ୍କ ଆକ୍ରମଣ

ମଣିପୁର: ମଣିପୁରରେ ମାଓବାଦୀଙ୍କ ଆକ୍ରମଣ । ପୋଲିସର ସୂଚନା ଅନୁଯାଇ ,ମଣିପୁରରେ ୬ଟି ଆଦିବାସୀଙ୍କ ଘରେ ନିଆଁ ଲଗେଇ ଆକ୍ରମଣ କରିଛନ୍ତି ମାଓବାଦୀମାନେ । ଜାୟରନ୍ ହମାର ଗ୍ରାମରେ ମାଓବାଦୀଙ୍କ ଗୋଷ୍ଠୀ ନିଆଁ ଲଗାଇ ଦେବା ପରେ ଏହି ଘଟଣା ଘଟିଛି। ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଯେ ଆକ୍ରମଣ ସମୟରେ ଅନେକ ଗ୍ରାମବାସୀ ପଳାୟନ କରିବାରେ ସଫଳ ହୋଇଥିଲେ ଏବଂ ନିକଟ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ଅଗ୍ନିକାଣ୍ଡ ଯୋଗୁଁ ୬ ଟି ଘର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। କୁକି-ଜୋ ସଂଗଠନ ଦାବି କରିଛି ଯେ ଏହି ଆକ୍ରମଣରେ ଗାଁର ଜଣେ ବାସିନ୍ଦାଙ୍କର ମୃତ୍ୟୁ ଘଟିଛି କିନ୍ତୁ ମୃତ୍ୟୁ ଖବର ଜିଲ୍ଲା ପୋଲିସ ଙ୍କ ଦ୍ୱାରା ପ୍ରକାଶିତ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking