27.1 C
Bhubaneswar
Thursday, November 7, 2024
Homeଓଡିଶାଟାକୁଆ  ଟ୍ରାଜେଡି :  ଖାଦ୍ୟ ବିଷାକ୍ତରୁ ମୃତ୍ୟୁ  

ଟାକୁଆ  ଟ୍ରାଜେଡି :  ଖାଦ୍ୟ ବିଷାକ୍ତରୁ ମୃତ୍ୟୁ  

ବ୍ୟୁରୋ : ଦାରିଙ୍ଗିବାଡି ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ଖାଦ୍ୟ ବିଷାକ୍ତ ହୋଇଥିବାରୁ ତାକୁ ଖାଇ ମୃତ୍ୟୁ ଘଟିଥିବା ରିପୋର୍ଟ ନଜରକୁ ଆସିଛି । ଖାଦ୍ୟ ସାମ୍ପଲରୁ ରୋଗ ସୃଷ୍‌ଟି କାରୀ ଜୀବାଣୁ ମିଳିଥିବା ରିପୋର୍ଟ ଆସିଛି । ଖାଦ୍ୟରେ ହାଇଡ୍ରୋଜେନ ସଲଫାଇଡ ଟେଷ୍ଟ ପଜିଟିଭ ଥିବା କୁହାଯାଉଛି । ଟେଷ୍ଟିଂ ରିପୋର୍ଟ ପଜିଟିଭ ଆସିଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ । ରିପୋର୍ଟ ପଜିଟିଭ ଆସିଛି , ସନ୍ଦେହ କରୁଛୁ ଖାଦ୍ୟ ବିଷାକ୍ତ ହୋଇଥିଲା ।
https://www.youtube.com/watch?v=WhVdredgTsk

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking