20.1 C
Bhubaneswar
Sunday, December 21, 2025
Homeଓଡିଶାହାତୀ ଦେହରେ ତୀର

ହାତୀ ଦେହରେ ତୀର

ନରସିଂହପୁର: ୨ ଟି ତୀର ମାଡ଼ରେ ହାତୀ ଗୁରୁତର ଆହତ । ଶେରମୁଣ୍ଡା ବିଟ ରଘୁପନୀ ବନ୍ଧା ନିକଟରେ ହାତୀ ଆହତ । କେହି ଶିକାରୀ ତୀରମାଡ କରିଥିବା ଅନୁମାନ , ହାତୀ ଦେହରେ ଗଭୀର କ୍ଷତ । ଚିକିତ୍ସା ପାଇଁ ଢେଙ୍କାନାଳ ଓ ନନ୍ଦନକାନନ ଟିମର ଟ୍ରାଙ୍କୁଲାଇଜ ଉଦ୍ୟମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking