ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମୃଦୁ ଭୂକମ୍ପ ଅନୁଭୂତ ନେଇ ଚର୍ଚ୍ଚା । ସକାଳ ୭ ଟା ୧୫ ସମୟରେ ମୃଦୁ ଭୂକମ୍ପ ଅନୁଭୂତ ନେଇ ସୂଚନା । ୨ ରୁ ୩ ସେକେଣ୍ଡ ପାଇଁ ଭୂକମ୍ପ ହୋଇଥିବା ସୂଚନା । ଭୀମଟାଙ୍ଗି, ସିଆର୍ପିଣ , ନୟାପଲ୍ଲୀ ଅଞ୍ଚଳରେ ଅନୁଭୂତ ସୂଚନା । ତେବେ ଏ ନେଇ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନି ।










