କୋରାପୁଟ: କୋଲାବ ଜଳ ଭଣ୍ଡାରକୁ ଡେଇଁଲେ ମହିଳା । ଦୁରୁଗୁଡ଼ା ନିକଟରେ ବ୍ରିଜକୁ ଡେଇଁପଡ଼ି ମହିଳା ନିଖୋଜ । ବସରୁ ଓଲ୍ହାଇ ଜଳ ଭଣ୍ଡାର ନିକଟକୁ ଚାଲି ଚାଲି ଯାଇଥିଲେ ମହିଳା । ମହିଳାଙ୍କ ପରିଚୟ ଅସ୍ପଷ୍ଟ , ଉଦ୍ଧାର ପାଇଁ ଅଗ୍ନିଶମ ଟିମର ଉଦ୍ୟମ । ଆଜିର ଦିନରେ ବେସ୍ତ ବହୁଳ ଜୀବନ ଭିତରେ ନିଜ ନିଜ ର କାମ କିମ୍ବା କୌଣସି କଥାକୁ ନେଇ ମଣିଷ ନିଜର ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନ ଥିବା ବେଳେ, ନିଜର ପରିବାରର କଥା ମଧ୍ୟ ଭୁଲିଯାଇ ଏଭଳି ନିଷ୍ପତ୍ତି ନେଇ ନିଜର ଜୀବନ ହାରି ଦେଇଥାଏ ।ଦିନ କୁ ଦିନ ଆତ୍ମହତ୍ୟାର ସଂଖ୍ୟା ବଢ଼ିବାରେ ଲାଗୁଥିବା ବେଳେ ଆଜି ଏମିତି ଏକ ଖବର ସାମ୍ନା କୁ ଆସିଛି ।