ଟିଟିଲାଗଡ଼: ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା ସୃଷ୍ଟି । ବିଳମ୍ବରେ ଚିକିତ୍ସା ହେତୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗରେ ଉତ୍ତେଜନା । ଖବର ପାଇଁ ଟିଟିଲାଗଡ଼ ହସ୍ପିଟାଲରେ ପହଁଚିଲା ପୋଲିସ । ମହିଳା ଜଣଙ୍କ ହାଟପଦାର, ସକାଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ।