ବ୍ୟୁରୋ : ବାତ୍ୟା ଦାନା ଆସିବା ପରେ କେତେକ ଅଞ୍ଚଳ କ୍ଷୟକ୍ଷତି ହେବା ସହ ଧନ ଜୀବନ ହାନି ହୋଇଛି । ବେଲେ ବିଶେଶ ପ୍ରଭାବ ଓଡିଶା ଉପରେ ପଡିନାହିଁ । ସମୁଦ୍ର ଉପକୂଳ ଅଞ୍ଚଳରେ ହେନ୍ତାଳ ବଣ ସୁରକ୍ଷା ଓ ସୃଷ୍ଟିକୁ ଗୁରୁତ୍ୱ ହେବାକୁ କୁହାଯାଇଛି ା ହେନ୍ତାଳ ବଣ ବଡ ସୁରକ୍ଷା କବଚ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ଦାନା କ୍ଷୟକ୍ଷତି ରୋକିବାରେ ସହାୟକ ହେଲା ହେନ୍ତାଳ ବଣ । ସମସ୍ତଙ୍କ ସହେଯାଗ ଓ ସମନ୍ୱୟ ଯୋଗୁଁ ବାତ୍ୟା ମୁକାବିଲା ସଫଳ ହେଲା ।