17.1 C
Bhubaneswar
Tuesday, February 3, 2026
Homeଓଡିଶାବାଣ ବଜାରରେ ପ୍ରବଳ ଭିଡ

ବାଣ ବଜାରରେ ପ୍ରବଳ ଭିଡ

ବ୍ୟୁରୋ  : ଆଜି ଆଲୋକର ପର୍ବ ଦୀପାବଳୀ ଏଥିପାଇଁ  ବାଲେଶ୍ୱର ସହରରେ ବାଣ  ବଜାରରେ ପ୍ରବଳ ଭିଡ । ବାଲେଶ୍ୱର ସହରର ଆଇଟିଆଇ ପଡିଆ ଓ ଜିଲ୍ଲା ସ୍କୁଲ ପଡିଆରେ ପ୍ରଶାସନ ପକ୍ଷରୁ ବାଣ ଦୋକାନ ପାଇଁ  ଦିଆଯାଇଛି ଅନୁମତି । ଜିଲ୍ଲା ସ୍କୁଲ ପଡିଆରେ ୫୨ଟି  ଏବଂ ଆଇଟିଆଇ ପଡିଆରେ  ୨୪ ଗୋଟି ବାଣ ଦୋକାନ ପଡିଛି । ଭିନ୍ନ ଭିନ୍ନ ବାଣ ମଧ୍ୟ ବିକ୍ରି ହେବାର ଦେଖିବାକୁ ମିଳୁଛି । ଏନେଇ ବଜାରରେ ଭିଡ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking