26.1 C
Bhubaneswar
Wednesday, October 30, 2024
Homeଓଡିଶାଦୀପାବଳିରେ ଅଘଟଣ ପାଇଁ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ

ଦୀପାବଳିରେ ଅଘଟଣ ପାଇଁ ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ୱର : ଦୀପାବଳିରେ କୌଣସି ଅଘଟଣ ଘଟିଲେ ସେଥିପାଇଁ ପୁରା ପ୍ରସ୍ତୁତ ରହିଛି କ୍ୟାପିଟାଲ ହସ୍ପିଟାଲ । ଏନେଇ ହସ୍ପିଟାଲ ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି । କହିଛନ୍ତି ଆମେ ସମ୍ପୂର୍ଣ ପ୍ରସ୍ତୁତ ରହିଛୁ ।

ଦୀପାବଳିରେ ଯେଉଁମାନେ ଅସାବଧାନତାରେ ବାଣ ଫୁଟାଇବେ ସେମାନେ ଆହତ ହେବା ସହ ଅନ୍ୟ ମାନେ ମଧ୍ୟ ଆହତ ହେବେ । ତେଣୁ ସମସ୍ତେ ସାବଧାନର ସହ ଦୀପାବଳି ପାଳନ କରିବା ଦରକାର । କାଜୁଆଲିଟିରେ ଆମେ ଅତିରିକ୍ତ ୧୨ ଟି ବେଡ଼ ରଖିଛୁ । ବିଭିନ୍ନ ବିଭାଗରୁ ଆମେ ଚିଠି କରିଛୁ । ସ୍ୱାସ୍ଥ୍ୟ ସେଵା ପାଇଁ ଅଧିକ କର୍ମଚାରୀ ସହ ସ୍କିନ, ସର୍ଜରୀ ଏବଂ ଅସ୍ଥିଶଲ୍ୟ ବିଭାଗକୁ ସଜାଗ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking