30.1 C
Bhubaneswar
Sunday, October 27, 2024
Homeଓଡିଶା୧୦୮ଟି ବ୍ଲକ ପ୍ରଭାବିତ- ମନ୍ତ୍ରୀ

୧୦୮ଟି ବ୍ଲକ ପ୍ରଭାବିତ- ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ୧୦୮ ଟି ବ୍ଲକ ପ୍ରଭାବିତ । ବାତ୍ୟା ପରର ସ୍ତିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଂଚାୟତ ପ୍ରଭାବିତ ହୋଇଛି । ୩୧ ସହରାଂଚଳ ୪୨୬ ଟି ୱାର୍ଡ ରେ ବାତ୍ୟା ଯୋଗୁଁ ପ୍ରଭାବିତ। ବାତ୍ୟା ଯୋଗୁଁ ୩୫ ଲକ୍ଷ ୯୫ ହଜାର ସମ୍ପୂର୍ଣ ପ୍ରଭାବିତ । ୮ ଲକ୍ଷ ୧୦ ହଜାର ୮୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧ ଲକ୍ଷ ୨୫ ହଜାର ୯୧ ଟି ଘର କ୍ଷତିଗ୍ରସ୍ତ, ୭୫୫ ଜଣଙ୍କୁ ପାଲ ବଣ୍ଟନ। ପରୋକ୍ଷ ଓ ପ୍ରତକ୍ଷ ଭାବେ ୩୫ ଲକ୍ଷ ୯୫ ହଜାର ୧୫ ଜଣ ପ୍ରଭାବିତ। ନଭେମ୍ବର ୨ ସୁଧା କ୍ଷୟକ୍ଷତି ରିପୋର୍ଟ ଏସଆରସି ଙ୍କୁ ଦାଖଲ ନିର୍ଦେଶ। ଜଣେ ଡାକ୍ତରଙ୍କ ସମେତ ୨୮ ଜଣ ସର୍ପାଘାତର ଶିକାର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking