ବ୍ୟୁରୋ : ୨୭ ଓ ୨୮ ଏହି ଦୁଇ ତାରିଖରେ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଗହିରମଥା ମଧ୍ୟ ଦୁଇ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ନିଷ୍ପତ୍ତି । ବାତ୍ୟା ଜନିତ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ।