29.1 C
Bhubaneswar
Sunday, October 27, 2024
Homeଓଡିଶାଭୁବନେଶ୍ୱରରାଜଭବନରେ ଓମ ବିର୍ଲା

ରାଜଭବନରେ ଓମ ବିର୍ଲା

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ  ଲୋକସଭା ବାଚସ୍ପତି ଓମ ବିର୍ଲା । ଭୁବନେଶ୍ୱରରେ ପହଞ୍ଚି  ରାଜଭବନରେ ପହଞ୍ଚିଥିଲେ । ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ବାଚସ୍ପତି ଓମ ବିର୍ଲା । ସେ ଏକ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବେ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।  ରାଜଭବନରେ  ୨ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ ।  ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଓମ ବିର୍ଲା ପ୍ରତିକ୍ରିୟା ରଖିଛନ୍ତି  ଓଡିଶାର ମାଟି , ଜଗନ୍ନାଥଙ୍କ ମାଟିକୁ ଆସି ଖୁସି ଲାଗୁଛି । ଭାରତକୁ ବିକଶିତ ରାଷ୍ଟ୍ର କରିବାକୁ ସମସ୍ତଙ୍କ ସହେଯାଗ ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking