ବ୍ୟୁରୋ : ଆପାର୍ଟମେଣ୍ଟରେ ଲାଗିବ ଆଇପି କ୍ୟାମେରା । ଜଣେ ଏସିପିଙ୍କୁ କ୍ୟାମେରା ତଥ୍ୟ ଜଣାଇବାକୁ ନିର୍ଧାରିତ
କଲା ପୋଲିସ । ୨୦୨୪ରେ ଟୁଇନି ସିଟିରେ ଆପାର୍ଟମେଣ୍ଟରୁ ୬୫ଟି ଚୋରି ଅଭିଯୋଗ ହୋଇଥିଲା । ଚୋରି ଘଟଣାରେ ୨୯ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କ୍ୟାମେରାର ସବୁ ତଥ୍ୟ କମିଶନରେଟ ପୋଲିସ ପାଖରେ ରହିବ । ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ ପୋଲିସର ପଦକ୍ଷେପ ରହିଛି ।