24.1 C
Bhubaneswar
Thursday, October 24, 2024
Homeଓଡିଶାଆସନ୍ତାକାଲିଠୁ କନ୍ଧମାଳରେ ସ୍କୁଲ ବନ୍ଦ

ଆସନ୍ତାକାଲିଠୁ କନ୍ଧମାଳରେ ସ୍କୁଲ ବନ୍ଦ

କନ୍ଧମାଳ : ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ସ୍କୁଲ ବନ୍ଦ ରହିବ ।ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଧୀରେ ଧୀରେ ବଢୁଛି ବର୍ଷା ପବନ, ଅଶାନ୍ତ ହେଉଛି ସମୁଦ୍ର । କେନ୍ଦ୍ରାପଡା , ଭଦ୍ରକ ବାଲେଶ୍ୱରରେ ବେଶି ପବନ ହେବ । ପାରାଦୀପର ୧୫୦ କିମି ଦୂରରେ ରହିଛି ବାତ୍ୟା ଦାନା ରହିଛି ।  ଧାମରାର ଦକ୍ଷିଣ- ଦକ୍ଷିଣ ପୂର୍ବର ୧୮୦ କିମି ଦୂରରେ ଅବସ୍ଥିତ । ବାତ୍ୟାକୁ ନେଇ ୧୯ ଏଡିଆରଏଫ, ୫୧ ଓଡ୍ରାଫ, ୨୨୦ ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking