29.1 C
Bhubaneswar
Tuesday, February 10, 2026
Homeଓଡିଶାପୋଖରୀରେ ବୁଡ଼ି ମା, ପୁଅ ,ଝିଅ ମୃତ

ପୋଖରୀରେ ବୁଡ଼ି ମା, ପୁଅ ,ଝିଅ ମୃତ

କେନ୍ଦୁଝର : ପୋଖରୀରେ ବୁଡ଼ି ମା, ପୁଅ ,ଝିଅ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଅଂଚଳରେ । ପୁଅ ଓ ଝିଅଙ୍କୁ ବୁଡ଼ିଯାଉଥିବା ବେଳେ ବଂଚେଇବାକୁ ଯାଇ ମାର ମଧ୍ୟ ମୃତ୍ୟୁ ଘଟିଛି । ୭ ବର୍ଷର ପୁଅ ଓ ୫ ବର୍ଷର ଝିଅ ସହ ମା ମୃତ ରେ ସାରା ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking