Homeଓଡିଶାନଭେମ୍ବର ୧୫ ରେ ଓଡିଶା ଆସିବେ ମୋଦି ଓଡିଶାବ୍ରେକୀଙ୍ଗରାଜନୀତି ନଭେମ୍ବର ୧୫ ରେ ଓଡିଶା ଆସିବେ ମୋଦି By Ona Khabara 22/10/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ନଭେମ୍ବର ୧୫ ରେ ରାଉଲକେଲା ଆସିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଜନଜାତି ଗୌରବ ଦିବସ ଅବସରରେ ରାଉଲକେଲା ଆସିବେ ମୋଦି । ଦିନ ୧୧ ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବେ ପ୍ରଧାନ ମନ୍ତ୍ରୀ । ଝାରସୁଗୁଡ଼ାରୁ ହେଲିକପ୍ଟରରେ ରାଉଲକେଲା ଯିବେ ପ୍ରଧାନମନ୍ତ୍ରୀ । Share FacebookTwitterPinterestWhatsAppLinkedinReddItTelegram Previous articleବାତ୍ୟା ପାଇଁ ୧୭୮ ଟ୍ରେନ ବାତିଲNext articleମନ୍ଦିରରେ ଶବ୍ଦ ପ୍ରଦୂଷଣ କରୁଛି ଲାଉଡ ସ୍ପିକର , ଆଇଏଏସଙ୍କ ମନ୍ତବ୍ୟକୁ ନେଇ ଝଡ ସୃଷ୍ଟି Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆଜି ବି ସୁନ୍ଦରଗଡ଼ରେ ସ୍କୁଲ ଛୁଟି ଓଡିଶା ବନ୍ଦ ହେଲା ହୀରାକୁଦର ୪ଟି ଗେଟ ଓଡିଶା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଘରୋଇକରଣ ପ୍ରସଙ୍ଗ; ରାଜ୍ୟର ସମ୍ପଦ ଲୁଟ ହେଉଥିବା... ଓଡିଶା ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ: ମନ୍ତ୍ରୀ