24.1 C
Bhubaneswar
Monday, March 23, 2026
Homeଅପରାଧଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କ ଠାରୁ ଝାମ୍ପିନେଲେ ଟଙ୍କା ବ୍ୟାଗ

ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କ ଠାରୁ ଝାମ୍ପିନେଲେ ଟଙ୍କା ବ୍ୟାଗ

 ସୁନ୍ଦରଗଡ : ଗ୍ରାହକ ସେବା କେନ୍ଦ୍ର  ବନ୍ଦ କରି  ଘରକୁ  ମହିଳା ଜଣଙ୍କ ଘରକୁ ଫେରୁଥିବା ସମୟରେ  ଅଧବାଟରୁ ମହିଳାଙ୍କ ପାଖରୁ  ବ୍ୟାଗ ଝାମ୍ପି ନେଇ ଖସି ପଳାଇଥିଲା ଦୁର୍ବୃତ୍ତ ବ୍ୟାଗରେ ୪୦ରୁ ୫୦ ହଜାର ଟଙ୍କା ଥିଲା ବୋଲି  ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି  ା  ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ସିଜେନ  ନିକଟରେ  ଏଭଳି ଘଟଣା ଘଟିଛି ।  ରବିବାର ରାତି ପ୍ରାୟ ୯ ଟା ସମୟରେ ମହିଳା ଜଣଙ୍କ  ପ୍ରତିଦିନ ପରି ଗ୍ରାହକ ସେବା କେନ୍ଦ୍ର  ବନନ୍ଦ କରି ଘରକୁ ଫେରୁଥିଲେ ।  ଘରକୁ ଯିବା ବେଳେ  ହାତରେ ବ୍ୟାଗଗଟି ଧରିଥିଲେ । ଯେଉଁଥିରେ ଥିଲା ୪୦ରି ୫୦ ହଜାର ଟଙ୍କା ।  ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି  ମହିଳାଙ୍କ ପାଖରୁ  ଟଙ୍କା ବ୍ୟାଗକୁ ନେଇ ଖସି ପଳାଇଥିଲେ ।  ନେଇ ମହିଳା ଜଣଙ୍କ ଟେନସା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ  କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking