19.1 C
Bhubaneswar
Friday, February 13, 2026
Homeଓଡିଶାବାତ୍ୟା ପ୍ରଭାବରେ ଏ ସବୁ ଜିଲାରେ ପ୍ରବଳ ବର୍ଷିବ

ବାତ୍ୟା ପ୍ରଭାବରେ ଏ ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲାରେ ବର୍ଷା ହେବ। କେତେକ ଜିଲାରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଆଭ୍ୟନ୍ତରୀଣ ଜିଳା ତୁଳନାରେ ଉପକୂଳ ଜିଲାଗୁଡ଼ିକରେ ଅଧିକ ବର୍ଷା ହେବ ବୋଲି କୁହାଯାଇଛି।

ଏସବୁ ଜିଲାଗୁଡ଼ିକ ହେଉଛି- ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଏବଂ ଗଜପତି। ଏହି ଜିଲାଗୁଡ଼ିକରେ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ୨୪ ଏବଂ ୨୫ ତାରିଖରେ ପ୍ରବଳ ବର୍ଷିବ। ଅନ୍ୟପଟେ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଛନ୍ତି ସେମାନେ ୨୧ ତାରିଖ ଅର୍ଥାତ ଆସନ୍ତାକାଲି(ସୋମବାର) ସୁଦ୍ଧା କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking