26.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶକାଶ୍ମୀର ଘାଟିରେ ଜଣେ ଆତଙ୍କୀ ସଫା

କାଶ୍ମୀର ଘାଟିରେ ଜଣେ ଆତଙ୍କୀ ସଫା

ଶ୍ରୀନଗର : ଘାଟିରେ ସେନାକୁ ବଡ଼ ସଫଳତା । ଗତକାଲି ରାତିରୁ କାଶ୍ମୀର ଉରୀରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଘଟିଛି । ରାତିତମାଲ ସେନାର ଅସରେସନ ଜାରି ରହିଥିଲା ।

ତେବେ ଏଥିରେ ଭାରତୀୟ ସେନାକୁ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର ଯବାନମାନେ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏବେ ବି ଉରୀରେ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking