28.1 C
Bhubaneswar
Friday, October 18, 2024
Homeଓଡିଶାଧାନ କିଣିବନି ମିଲର : ମନ୍ତ୍ରୀ

ଧାନ କିଣିବନି ମିଲର : ମନ୍ତ୍ରୀ

ଭୁବନେଶ୍ୱର: ଧାନ କିଣା ବ୍ୟବସ୍ତା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ପ୍ରତି ମଣ୍ଡି ଦାୟିତ୍ୱରେ ରହିବେ ଜଣେ ଜଣେ ଅଫିସର । ୪ / ୫ ଟି ମଣ୍ଡି ଦାୟିତ୍ୱରେ ରହିବେ ମଧ୍ୟ ଜଣେ ଜଣେ ସୁପରଭାଇଜର । ଜିଲ୍ଲା ଦାୟିତ୍ୱରେ ଜିଲ୍ଲାପାଳ , ୨ଟି ଜିଲ୍ଲା ଦାଇତ୍ୱ ନେବେ ଜଣେ ଜଣେ ମନ୍ତ୍ରୀ । ଧାନ କ୍ରୟ ବ୍ୟବସ୍ତା ସ୍ୱଚ୍ଛ କରିବାକୁ ଏଥର ବିଶେଷ ବ୍ୟବସ୍ତା ହୋଇଛି । ଏଥର ମଣ୍ଡିରୁ ମିଲର ମାନେ ଧାନ କିଣିପାରିବେ ନାହିଁ । କେନ୍ଦ୍ରୀୟ ଏଜେନ୍ସି ବା ସମବାୟ ଏଜେନ୍ସି ମଣ୍ଡିରୁ କିଣିବେ ଧାନ । ମିଲର ମାନଙ୍କୁ କେବଳ ଟାର୍ଗେଟ ଦିଆଯିବ, ସେମାନେ କେବଳ ମିଲିଂ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking