22.1 C
Bhubaneswar
Friday, May 1, 2026
Homeଦେଶ ବିଦେଶମହାଦେବ ବେଟିଂ ଆପ୍ ମାମଲା; ତମନ୍ନା ଭାଟ୍ଟିଆଙ୍କୁ ଇଡ଼ିର ଜେରା

ମହାଦେବ ବେଟିଂ ଆପ୍ ମାମଲା; ତମନ୍ନା ଭାଟ୍ଟିଆଙ୍କୁ ଇଡ଼ିର ଜେରା

ମୁମ୍ବାଇ: ମହାଦେବ ବେଟିଂ ଆପ୍ ମାମଲାରେ ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଆଗଧାଡିର ଅନ୍ୟତମ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏବେ ଜେରା କରିବା ଆରମ୍ଭ କରିଛି। ମହାଦେବ ବେଟିଂ ଆପ୍ ସହାୟକ ଆପ୍ ଫେୟାର ପ୍ଲେରେ ଆଇପିଏଲ୍ ମ୍ୟାଚ୍‌କୁ ପ୍ରମୋଟ କରିବା ମାମଲାରେ ତମନ୍ନାଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଉଛି। ଏହି ଆପ୍‌ରେ ଆଇପିଏଲ୍ ମ୍ୟାଚ୍ ବେଆଇନ ଭାବେ ଟେଲିକାଷ୍ଟ କରାଯାଇଥିଲା। ଏହି କାରଣରୁ ଭାୟାକମ୍ ୧ କୋଟି ଟଙ୍କା କ୍ଷତି ସହିଥିଲା। ଏହି ମାମଲାରେ ଭାୟାକମ୍ ପକ୍ଷରୁ ଅଭିଯୋଗ କରାଯିବା ପରେ ଇଡି ତଦନ୍ତ କରିଥିଲା। ଏହି ସମୟରେ ଏହି ଆପ୍‌ରେ ତମନ୍ନା ଭାଟ୍ଟିଆଙ୍କର ସମ୍ପୃକ୍ତି ଥିବାରୁ ଗୌହାଟୀର ଇଡି କାର୍ଯ୍ୟାଳୟକୁ ତାଙ୍କୁ ଡକାଇ ଇଡି କ୍ରମାଗତ ପଚରାଉଚରା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking