21.1 C
Bhubaneswar
Tuesday, February 3, 2026
Homebuisnessସୁନା ଓ ରୁପାର ଦର ଦାମ୍‌ ବୃଦ୍ଧି ନେଇ ଗ୍ରାହକ ଚିନ୍ତାରେ

ସୁନା ଓ ରୁପାର ଦର ଦାମ୍‌ ବୃଦ୍ଧି ନେଇ ଗ୍ରାହକ ଚିନ୍ତାରେ

ଭୁବନେଶ୍ୱର: ଗତ କିଛିଦିନ ହେଲା ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦର ଭୁବନେଶ୍ବରରେ ୭୭,୮୯୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍‌ ସୁନା ଦର ୭୧,୪୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଆଜି ସୁନା ଦର ୪୫୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ରୁପା ଦର ମଧ୍ୟ ବଜାରରେ ଗତ କିଛିଦିନ ହେଲା ଉଚ୍ଚସ୍ତରରେ ରହିଥିବା ସୂଚନା ରହିଛି । ୧ କି‌ଗ୍ରା ରୁପା ଦର ୧ ଲକ୍ଷ ୩ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ଚଳିତମାସ ଆରମ୍ଭରେ ଏହାର ଦର ୧ ଲକ୍ଷ ୧ ହଜାର ଟଙ୍କା ରହିଥିଲା। ଆଗକୁ ଦୀପାବଳି ଓ ଧନତେରସ୍‌ ଆସୁଛି । ପୂର୍ବରୁ ସୁନା ଓ ରୁପା ଦାମ୍‌ ବୃଦ୍ଧି କିଛି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking