19.1 C
Bhubaneswar
Wednesday, February 11, 2026
Homeଓଡିଶାପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ

ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର: କେନ୍ଦ୍ରାପଡା ର ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ ଙ୍କ ପରଲୋକ | ପ୍ରଭାତ ଙ୍କ ଦେହାନ୍ତ ନେଇ ସାନ ପୁଅ ସିଦ୍ଧାର୍ଥ ସାମନ୍ତରାୟ ଙ୍କ ସୂଚନା | ୭୮ ବର୍ଷ ବୟସରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ହୋଇଥିବା ନେଇ ସୂଚନା |
ପ୍ରଭାତ ଙ୍କ ବିୟୋଗ ରେ ପରିବାର ଠୁ ଆରମ୍ଭ କରି ଓଡ଼ିଶାରେ ଖେଳିଯାଇଛି ଶୋକାକୁଳର ବାର୍ତ୍ତାବରଣ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking