21.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଆମେରିକାରେ କାର୍‌ ଦୁର୍ଘଟଣା, ୫ ଭାରତୀୟ ମୃତ

ଆମେରିକାରେ କାର୍‌ ଦୁର୍ଘଟଣା, ୫ ଭାରତୀୟ ମୃତ

ୱାଶିଂଟନ: ଆମେରିକାର ଟେକ୍ସାସ୍‌ ପ୍ରଦେଶରେ ଗତ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶର ତିନିଜଣ ବାସିନ୍ଦା ସାମିଲ ଅଛନ୍ତି। ସାଉଥ୍‌ ମନ୍‌ହାମ୍‌ ସହର ନିକଟରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ କରିବାକୁ ଆମେରିକାରେ ବାସ କରୁଥିବା ତେଲୁଗୁ ସଂପ୍ରଦାୟ ଦାବି ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking