29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଡିଭାଇଡରକୁ ପିଟି ହୋଇ ଜଳିଗଲା କାର୍ ୪ ମୃତ

ଡିଭାଇଡରକୁ ପିଟି ହୋଇ ଜଳିଗଲା କାର୍ ୪ ମୃତ

ନୂଆଦିଲ୍ଲୀ: ଫ୍ରାନ୍ସରେ ଏକ ଟେସଲା କାର ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯିବା କାରଣରୁ ଏଥିରେ ବସିଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି । ଟେସଲା କାରଟି ପ୍ରଥମେ ରାସ୍ତାର ଡିଭାଇଡରକୁ ଧକ୍କା ଦେଇଥିଲା । ଏହା ପରେ କାରରେ ହଠାତ୍ ନିଆଁ ଲାଗିଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସୋମବାର ସ୍ଥାନୀୟ ପୋଲିସ ମୁଖପାତ୍ର ଲେଫ୍ଟନାଣ୍ଟ ଏରିକ ହୋରାଉ କହିଛନ୍ତି ଯେ, ଶନିବାର ରାତିରେ ନିଓର୍ଟ ଟାଉନରେ ଏହି ଦୁର୍ଘଟଣା ଘଟିଛି । ମାମଲାର ତଦନ୍ତ ଚାଲିଛି । ଏଥିରେ କୌଣସି ସାକ୍ଷୀ ନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking