33.1 C
Bhubaneswar
Wednesday, October 16, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ବହୁ ଦିନର ଆଶା ପୂରଣ ହୋଇପାରେ। କେତେକ କ୍ଷେତ୍ରରେ ଶତ୍ରୁତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଦୂରସ୍ଥାନକୁ ଯାଇପାରନ୍ତି। ଖର୍ଚ୍ଚାନ୍ତ ହେବେ।

ବୃଷ : କର୍ମକ୍ଷେତ୍ରରେ ନୂତନ ଭାର ଗ୍ରହଣ କରିବେ। ବ୍ୟବସାୟ କ୍ଷେତ୍ରରେ ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ପିତାଙ୍କ ଚିନ୍ତା ରହିବ। ଆର୍ଥିକ ସମସ୍ୟା ଦେଖାଦେବ।

ମିଥୁନ : ଆଜି ଆର୍ଥିକ ଅବସ୍ଥା ଗୁରୁତର ହେବ। ସ୍ୱାସ୍ଥ୍ୟ ପ୍ରତି ଖୁବ୍ ଯତ୍ନବାନ୍ ହେବେ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି। ମହିଳାମାନେ ଖୁସିରେ ରହିବେ।

କର୍କଟ : ବର୍ଷା ଆରମ୍ଭରୁ ସତର୍କ ହେବା ଆବଶ୍ୟକ। କୌଣସି ବଡ଼ ବିପଦରୁ ରକ୍ଷା ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ ସ୍ଥାନାନ୍ତରିତ ଯୋଗ ଅଛି। ମହିଳାମାନେ ଖୁସିରେ ରହିବେ।

ସିଂହ : ଆଜି ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଯିବ। ଅପବାଦରୁ ରକ୍ଷା ପାଇବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ। ମହିଳାମାନେ ଧର୍ମକାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ।

କନ୍ୟା : ଆଜି ବନ୍ଧୁଙ୍କ ଦ୍ୱାରା ଦୂର ଯାଗାକୁ ଯାଇପାରନ୍ତି। ଆର୍ଥିକ ଲାଭ ଭଲ ହେବ। ବ୍ୟବସାୟରେ ଅଭିବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ସତର୍କ ରହିବେ।

ତୁଳା : ଆର୍ଥିକ ଅଭାବ ଅନୁଭବ କରିପାରନ୍ତି। ମାନସିକ ଚିନ୍ତା ବୃଦ୍ଧି ହୋଇପାରେ। କୌଣସି ଅସୁଭ ସମ୍ବାଦରେ ବିବ୍ରତ ହେବେ। କର୍ମକ୍ଷେତ୍ରରେ ଅଶାନ୍ତି ବଢ଼ିବ।

ବିଛା : ଆଜି ପୈତୃକ ସମ୍ପତିକୁ ନେଇ ଅଶାନ୍ତି ଏବଂ କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହେବେ। ମାନସିକ ଦ୍ୱନ୍ଦ ବୃଦ୍ଧି ହେବ। ବ୍ୟବସାୟରେ ଅଶାନ୍ତି ହେବେ।

ଧନୁ : କର୍ମକ୍ଷେତ୍ର ତଥା ବ୍ୟସାୟରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗି ରହିବ। ଶାରୀରିକ ପୀଡ଼ା ପାଇପାରନ୍ତି।

ମକର : ଆର୍ଥିକ ଲାଭ ହେବ। ଖର୍ଚ୍ଚର ସୁଅ ଛୁଟିପାରେ। କର୍ମକ୍ଷେତ୍ରରେ ଆନନ୍ଦ ମିଳିବ। ପାରିବାରିକ ଅଶାନ୍ତି ଆପଣଙ୍କୁ ବ୍ୟସ୍ତ କରିପାରେ। ଦୂର ଯାଗାକୁ ଯାଇପାରନ୍ତି।

କୁମ୍ଭ : ଆପଣ ଦ୍ୱନ୍ଦ ମଧ୍ୟରେ କର୍ମଭାର ଗ୍ରହଣ କରିପାରନ୍ତି। ପଦୋନ୍ନତି ହେବାର ଆଶା ଅଛି। ଧାର୍ମିକ କ୍ଷେତ୍ରରେ ସୁଯୋଗ ଆସିବ। ମହିଳା ଭୂଲ କରିବେ।

ମୀନ : କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହେବେ। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ମହିଳାମାନେ ପତି ବିରୋଧୀ ହୋଇପାରନ୍ତି। ଗୃହରେ ଅଶାନ୍ତି ସୃଷ୍ଟି ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking