26.1 C
Bhubaneswar
Thursday, May 28, 2026
Homeଅପରାଧଖଣ୍ଡଗିରି ପାହାଡ଼ ତଳୁ ମିଳିଲା ଯୁବକଙ୍କ ଶବ

ଖଣ୍ଡଗିରି ପାହାଡ଼ ତଳୁ ମିଳିଲା ଯୁବକଙ୍କ ଶବ

ଭୁବନେଶ୍ୱର: ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ସ୍ଫୋର୍ଟ୍ସ ଗେଟ୍ ଅପରେ ଥିଲେ। ସକାଳେ ଯୁବକଙ୍କ ମୃତଦେହ ଖଣ୍ଡଗିରି ପାହାଡ଼ ତଳେ  ପଡ଼ିଥିବା କିଛି ଯୁବକ ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଯୁବକଙ୍କ ଉଦ୍ଧାର କରି ଶବ  ବ୍ୟବଚ୍ଛେଦ ପାଇଁ ପଠାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking