26.1 C
Bhubaneswar
Thursday, May 28, 2026
Homeଓଡିଶାରାଜୁଆ ନଦୀରେ ବୁଲୁଛି କୁମ୍ଭୀର

ରାଜୁଆ ନଦୀରେ ବୁଲୁଛି କୁମ୍ଭୀର

ବ୍ୟୁରୋ: ପୁରୀ ଜିଲ୍ଲା କଣାସ ରାଜୁଆ ନଦୀରେ କୁମ୍ଭୀର ଆତଙ୍କ। ଆଜି ସକାଳେ କୁମ୍ଭୀର ନଦୀରେ ବୁଲୁଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି। ତିରୁମଲରୁ ହଳଦିଆପଡା ଭିତରେ ଏହି କୁମ୍ଭୀର ବୁଲୁଥିବା ଲୋକେ ଦେଖିଛନ୍ତି । ବିଶେଷକରି କଣାସ ଅଞ୍ଚଳର ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରୁଥିବାରୁ କୁମ୍ଭୀର ଥିବା ଜାଣି ଗ୍ରାମବାସୀ ନଦୀକୁ ଯିବାକୁ ଭୟ କରୁଛନ୍ତି। କୁମ୍ଭୀରକୁ ଖୁବଶୀଘ୍ର ଧରିବା ଲାଗି ବନବିଭାଗ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking