28.1 C
Bhubaneswar
Wednesday, December 17, 2025
Homeଅପରାଧସାଲିଆ ସାହିରେ ଅବକାରୀ ଚଢ଼ାଉ, ୬ ଗିରଫ

ସାଲିଆ ସାହିରେ ଅବକାରୀ ଚଢ଼ାଉ, ୬ ଗିରଫ

ଭୁବନେଶ୍ୱର :ସାଲିଆସାହି ନୀଳଚକ୍ର ନଗରରେ ଚୋରା ଦେଶୀ ମଦ କାରବାରର ଖବର ପାଇ ଅବକାରୀ ଟିମ୍ ଚଢ଼ାଉ କରିଥିଲା । ଶହ ଶହ ଲିଟର ଦେଶା ମଦ ସହ ପୋଚ ନଷ୍ଟ କରଛି ଅବକାରୀ ବିବାଗ । ଏହି ମାମଲାରେ ୬ ଜଣ ଗିରଉ ହୋଇଛନ୍ତି । ଆଜି ଭୋର ୫ ଟାରୁ ୯ ଟା ପର୍ଯ୍ୟନ୍ତ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଯାରି ରଖିଥିଲା । ଚଢ଼ାଉ ବେଳେ, ୨ଟି ଦେଶୀ ମଦ ଭାଟିକୁ ଅବକାରୀ ବିଭାଗ ନଷ୍ଟ କରିଛିା ଚଢ଼ାଉ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଫେରାର ହୋଇଥିବାବେଳେ, ଏହି ମାମଲାରେ ଅବକାରୀ ବିଭାଗ ଗୋଟିଏ ସ୍କୁଟି ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking