25.1 C
Bhubaneswar
Wednesday, February 11, 2026
Homeଓଡିଶାଅପହୃତ ଜବାନଙ୍କ ମୃତଦେହ ଉଦ୍ଧାର

ଅପହୃତ ଜବାନଙ୍କ ମୃତଦେହ ଉଦ୍ଧାର

ଜାମ୍ମୁକାଶ୍ମୀର : ଅପହୃତ ଯବାନଙ୍କ ମିଳିଲା ମୃତଦେହ । ପଥରୀବଳ ଜଙ୍ଗଲରୁ ମିଳିଲା ଯବାନଙ୍କ ମୃତଦେହ । ଯବାନଙ୍କ ଦେହରେ ଗୁଳି ଓ ମାରଣାନ୍ତ୍ର ଚିହ୍ନ । କାଲି ୨ ଯବାନଙ୍କୁ ଅପହରଣ କରିଥିଲେ ଆତଙ୍କବାଦୀ । କୌଶଳକ୍ରମେ ଜଣେ ଯବାନ ଖସି ପଳାଇ ଆସିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking