29.1 C
Bhubaneswar
Tuesday, February 10, 2026
Homeଓଡିଶାବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ

ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ

ଭୁବନେଶ୍ୱର : ବିଜେପି ବିଧାୟକଙ୍କ ବଡ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ । ରାଜ୍ୟ କଂଗ୍ରେସକୁ ଚଳାଉଛି ବିଜେଡି । ବିଜେଡିର ବି ଟିମ୍ ହେଉଛି କଂଗ୍ରେସ । ବିଜେZଡି ଓ କଂଗ୍ରେସ ମିଳିମିଶି ଗୃହକୁ ବନ୍ଦ କରୁଥିଲେ । ବିଜେଡି ଇସାରାରେ ବିଧାନସଭାରେ ସ୍ୱର ଉଠାଉଥିଲା କଂଗ୍ରେସ । ବିଜେଡି ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କ ବୟାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking