33.1 C
Bhubaneswar
Saturday, October 5, 2024
Homeଓଡିଶା୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଶୁଣାଣି କରି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଆଉ ସମାଧାନ ମଧ୍ୟ କରୁଛନ୍ତି । ତେବେ ଜନଶୁଣାଣି ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ୨ ଦିନ ବନ୍ଦ ରହିବ । ଆସନ୍ତା ଅକ୍ଟୋବର ୭ ଓ ୧୪ ତାରିଖ ଦିନ ଜନଶୁଣାଣି ବନ୍ଦ ରହିବ । ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ କାର୍ଯ୍ୟ ଥିବାରୁ ଜନଶୁଣାଣି ବନ୍ଦ ରହିବ । ସେହିପରି ୧୪ ତାରିଖ ଦିନ ଦୁର୍ଗାପୂଜା ଭସାଣି ଥିବାରୁ ଜନଶୁଣାଣି ବନ୍ଦ ରହିବ । ଏନେଇ ଜିଏ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking