21.1 C
Bhubaneswar
Wednesday, February 11, 2026
Homeଅପରାଧଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ଗଡ଼ସାହି ଗାଁରେ ଅଭାବନୀୟ ଘଟଣା । ଘରେ କେହି ନଥିବାବେଳେ ସିସିଟିଭିରେ ଗାମୁଛା ଗୁଡାଇ ଘର ଭିତରେ ପଶିଥିଲେ ଲୁଟେରା। ହେଲେ ସିସିଟିଭିରେ କଏଦ ହେବା ଡରରେ ଏଭଳି କରିଥିଲେ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଘରେ ପଶି ଟଙ୍କା ୨୦ହଜାର ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ସୂଚନା ମିଳିଛି। ଏନେଇ ଘର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗଡ଼ସାହି ଗ୍ରାମର ନାରାୟଣ ଦାସ ଗତ ୨୮ ତାରିଖରେ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ। ଏହି ସୟମରେ ଘରେ କେହି ନଥିବାର ସୁଯୋଗ ନେଇ ଲୁଟେରାମାନେ ଗେଟ୍‌‌ ତାଲା ଭାଙ୍ଗି ଘରେ ପଶି ଲୁଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking