18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୦ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୦ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକ ଏବଂ ଟ୍ରାକ୍ଟର ମଧ୍ୟରେ ଦୁର୍ଘଟଣା ଘଟିବାରୁ ୧୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିର୍ଜାପୁର ଅନ୍ତର୍ଗତ କଛଓ୍ବା ଥାନାର କଟକା ପଡ଼ାଓ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ବାରାଣସୀସ୍ଥିତ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ନିଆଯାଇଛି। ସୂଚନା ଅନୁସାରେ ୧୩ ଜଣ ଶ୍ରମିକଙ୍କୁ ନେଇ ଏକ ଟ୍ରାକ୍ଟର ଯାଉଥିଲା। ଏକ କାମରେ ନିୟୋଜିତ ଥିବା ଏହି ଶ୍ରମିକମାନେ ନିଜ ଘରକୁ ଫେରୁଥିବା ସମୟରେ ସାମ୍ନା ପଟୁ ଏକ ଟ୍ରକ ଉକ୍ତ ଟ୍ରାକ୍ଟରକୁ ପିଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking