18.1 C
Bhubaneswar
Thursday, February 12, 2026
Homeଓଡିଶାସମ୍ବଲପୁର ମଣ୍ଡଳ କାରାଗାରରେ ଚଢ଼ାଉ, ବିପୁଳ ମାଦକଦ୍ରବ୍ୟ ଜବତ

ସମ୍ବଲପୁର ମଣ୍ଡଳ କାରାଗାରରେ ଚଢ଼ାଉ, ବିପୁଳ ମାଦକଦ୍ରବ୍ୟ ଜବତ

ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରେ ଜମିଥିଲା ମାଦକଦ୍ରବ୍ୟର ଆସର। ଲୁଚାଚୋରାରେ କଏଦୀଙ୍କ ପାଖରେ ପହଞ୍ଚା ଯାଉଥିଲା ଗୁଟଖା, ସିଗାରେଟ, ବିଡି, ଗଞ୍ଜେଇ ଓ ଖଇନି। ଶୁକ୍ରବାର ଚଢ଼ାଉ ବେଳେ ଏହା ପଦାକୁ ଆସିଛି। ଅପରାଧୀଙ୍କୁ ଦଣ୍ଡ ବିଧାନ ପରେ ଜେଲରେ ରଖାଯାଇଥାଏ। ହେଲେ ଜେଲ ଭିତରେ ସେମାନଙ୍କୁ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି।

ଏମିତି କିଛି ଅଭିଯୋଗ ଆସିବା ପରେ ସମ୍ବଲପୁର ମଣ୍ଡଳ କାରାଗାରରେ ଶୁକ୍ରବାର ଭୋର ପ୍ରାୟ ୪ଟାରେ ଚଢ଼ାଉ କରିଥିଲା ପୁଲିସ। ଅତିରିକ୍ତ ଏସପି ଏବଂ ଏସଡିପିଓ ସଦଳବଳ ପୁଲିସ ଟିମ ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେଲରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କଏଦୀ ରହୁଥିବା ପ୍ରକୋଷ୍ଠରୁ ବିଭିନ୍ନ ମାଦକଦ୍ରବ୍ୟ ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking