27.1 C
Bhubaneswar
Tuesday, September 24, 2024
Homeଓଡିଶାସୁବର୍ଣ୍ଣରେଖାରେ ବାଲିଘାଟ ବନ୍ଦ ନିର୍ଦ୍ଦେଶ

ସୁବର୍ଣ୍ଣରେଖାରେ ବାଲିଘାଟ ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ସଂପୂର୍ଣ୍ଣ ବାଲିଘାଟ ବନ୍ଦ ପାଇଁ ଏନଜିଟିଙ୍କ ନିର୍ଦ୍ଦେଶ । ରାୟରାମଚନ୍ଦ୍ରପୁର ବାଲିଘାଟର ପରିବେଶ ମଞ୍ଜୁରୀ ବାତିଲ ପାଇଁ ନର୍ଦ୍ଦେଶ । ଲିଜଧାରୀଙ୍କଠୁ ପରିବେଶ କ୍ଷତିଭରଣା ସହ ମାମଲା କରିବାକୁ ନିର୍ଦ୍ଦେଶ । ଜଳେଶ୍ୱର ରାୟରାମଚନ୍ଦ୍ରପୁର ବାଲିଘାଟ ନେଇ ଏନଜିଟିରେ ମାମଲା ହୋଇଥିଲା । ମେସିନ ଲଗାଇ ବର୍ଷା ଦିନେ ବାଲି ଉଠାଯାଉଥିବା ଅଭିଯୋଗ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking