28.1 C
Bhubaneswar
Tuesday, September 24, 2024
Homeଓଡିଶାଓଡିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ

ଓଡିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ

ଭୁବନେଶ୍ୱର : ଓଡିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ । ମହାରଷ୍ଟ୍ରକୁ ସ୍ଥାନାନ୍ତର ହେବ ପ୍ରକଳ୍ପ । ସ୍ଥାନାନ୍ତର ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଔରଙ୍ଗାବାଦ ଓ ନାଗପୁରରେ ପ୍ରତିଷ୍ଠା ହେବ ପ୍ରକଳ୍ପ । କଟକ ଓ ପାରାଦୀପରେ ପ୍ରତିଷ୍ଠା ହୋଇଥାନ୍ତା ପ୍ରକଳ୍ପ । ଗତ ଫେବ୍ରୁୟାରୀ ୧୦ରେ ରାଜ୍ୟ ସରକାରଙ୍କ ସହ ହୋଇଥିଲା ଚୁକ୍ତି । ୪୦ ହଜାର କୋଟି ପୁଞ୍ଜି ନିବେଶ କରିଥାନ୍ତା ଜେଏସଡବ୍ଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking