17.1 C
Bhubaneswar
Friday, February 13, 2026
Homeଓଡିଶାଭରତପୁର ଥାନା ମାମଲା ; କ୍ରାଇମବ୍ରାଞ୍ଚର ତନାଘନା

ଭରତପୁର ଥାନା ମାମଲା ; କ୍ରାଇମବ୍ରାଞ୍ଚର ତନାଘନା

ଭୁବନେଶ୍ୱର : ଭରତପୁର ଥାନା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ନିଲମ୍ବିତ ପୁଲିସ ୍‌ଧିକାରୀଙ୍କୁ ପଚରାଉଚରା । ସବୁ ଦିଗକୁ ନେଇ ତଦନ୍ତ କରାଯାଉଛି । ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ କାହାକୁ ବାନ୍ଧିନି । ୭ ଜଣଙ୍କ ବୟାନ ରେକର୍ଡ କରାଯାଇଛି । କାହା ସହ ପକ୍ଷପାତିତା କରାଯାଉନି । କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking