14.1 C
Bhubaneswar
Saturday, December 27, 2025
Homeଓଡିଶାଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମଡେଲ ଜେଲ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା

ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମଡେଲ ଜେଲ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା

ଯାଜପୁର : ଆରମ୍ଭ ହୋଇଛି ଯାଜପୁର ଜିଲ୍ଲା ମଡେଲ ଜେଲ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା। ଦୀର୍ଘ ଦିନ ଧରି ଏହି ପ୍ରକଳ୍ପ ପାଇଁ ଜମି ଅଧିକରଣ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା କାରଣ ରୁ ପ୍ରକଳ୍ପ କାମ ଅଧାରେ ଅଟକି ରହିଛି। ଏହି ମଡେଲ ଜେଲ ପାଇଁ ମୋଟ ୨୦ ଏକର ଜମି ଅଧିଗ୍ରହଣ ପରେ ପୋଲିସ ହାଉସିଂ କର୍ପୋରେସନ କୁ ହସ୍ତାନ୍ତର କରାଯାଇଛି। ଏହି ପ୍ରକଳ୍ପ ହେଲେ ବିଚାରଧୀନ କଏଦୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି ଲକ୍ଷ୍ୟ ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଘଟଣା ସ୍ଥଲରେ ମାଜିଷ୍ଟ୍ରେଟ ଙ୍କ ସହିତ ଯାଜପୁର ସଦର ପୋଲିସ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking