28.1 C
Bhubaneswar
Friday, September 20, 2024
Homeଓଡିଶାମଙ୍କି ପକ୍ସ ; ସବୁ ଜିଲ୍ଲାକୁ ଗାଇଡଲାଇନ

ମଙ୍କି ପକ୍ସ ; ସବୁ ଜିଲ୍ଲାକୁ ଗାଇଡଲାଇନ

ଭୁବନେଶ୍ୱର : ମଙ୍କି ପକ୍ସ ପାଇଁ ସବୁ ଜିଲ୍ଲାକୁ ଗାଇଡଲାଇନ ଜାରି । ବିମାନ ବନ୍ଦର, ବନ୍ଦର କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ ଜାରି କରାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ସୂଚନା । ଭାରତରେ ମଙ୍କି ପକ୍ସ ସଂଖ୍ୟା ବହୁତ କମ ଅଛି । ଯେଉଁମାନେ ବିଦେଶ ଭ୍ରମଣ କରୁଛନ୍ତି ନଜର ରଖାଯାଇଛି । ଯେଉଁମାନେ ବିଦେଶ ଭ୍ରମଣ କରୁଛନ୍ତି ନଜର ରଖାଯାଇଛି । ମଙ୍କି ପକ୍ସ ସଂସ୍ପର୍ଶରେ ଆସିଛନ୍ତି ନମୂନା ପରୀକ୍ଷା ପାଇଁ କୁହାଯାଇଛି । ଲକ୍ଷଣ ପ୍ରକାଶ ପାଇଲେ ଆଇସୋଲେଟରେ ରଖାଯିବ । ଏମ୍ସ ଭୁବନେଶ୍ୱରରେ ଥିବା ଲାବୋରେଟୋରିକୁ ନମୂନା ପଠାଯିବ । ୨୧ ଦିନର ଆଇସୋଲେଟ ଆବଶ୍ୟକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking