31.1 C
Bhubaneswar
Friday, March 27, 2026
Homeଓଡିଶାବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ଘଟଣା : ଆତ୍ମହତ୍ୟା ନୁହେଁ ହୃଦଘାତ ଯୋଗୁଁ ମୃତ୍ୟୁ

ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ଘଟଣା : ଆତ୍ମହତ୍ୟା ନୁହେଁ ହୃଦଘାତ ଯୋଗୁଁ ମୃତ୍ୟୁ

କଟକ : ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ଘଟଣା । ଏହା ଆତ୍ମହତ୍ୟା ନୁହେଁ ହୃଦଘାତ ଯୋଗୁଁ ମୃତ୍ୟୁ । ଜାତୀୟ ଆଇିନ ବଶ୍ୱବିଦ୍ୟାଳୟ କୁଳପତିଙ୍କ ସ୍ପଷ୍ଟୀକରଣ । ପ୍ରାଥମିକ ରିପୋର୍ଟରୁ ହୃଦଘାତ ବୋଲି ଜଣାପଡିଛି । ମୃତ ଅଧ୍ୟାପିକାଙ୍କ ନାଁ ଅନନ୍ୟା ଚକ୍ରବର୍ତ୍ତୀ । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଥିଲେ ଅନନ୍ୟା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking