18.1 C
Bhubaneswar
Sunday, December 21, 2025
Homeଅପରାଧଝଗଡ଼ାରେ ବନ୍ଧୁକ ଦେଖାଇ ପଡୋଶୀଙ୍କୁ କରୁଛନ୍ତି ଭୟଭୀତ

ଝଗଡ଼ାରେ ବନ୍ଧୁକ ଦେଖାଇ ପଡୋଶୀଙ୍କୁ କରୁଛନ୍ତି ଭୟଭୀତ

ଭୁବନେଶ୍ୱର : ଅସୁରକ୍ଷିତ ରାଜଧାନୀ। କଥା କଥାକେ ବନ୍ଧୁକ ଦେଖାଇ କରୁଛନ୍ତି ଭୟଭୀତ। ଘରୋଇ କଳିରେ ବି ବନ୍ଧୁକ ଦେଖାଇ ଯୁବକ କରୁଛନ୍ତି ଭୟଭୀତ। ଏପରି ଲାଗୁଛି ଯେମିତି କି ରାଜଧାନୀ ଭୁବନେଶ୍ୱରରେ ସମସ୍ତଙ୍କ ଘରେ ଘରେ ବନ୍ଧୁକ। ଏଭଳି ଏକ ଘଟଣା ଝାରପଡା ଗ୍ରାମ ଦୋଳମଣ୍ଡପ ସାହିର ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ। ଘର କାମକୁ ନେଇ ଝଗଡ଼ାରେ ଜଣେ ଯୁବକ ବନ୍ଧୁକ ଦେଖାଇ ପଡୋଶୀ ଘର ଲୋକଙ୍କୁ ଭୟଭୀତ କରୁଥିବା ଭିଡିଓ ଭାଇରାଲ ହେଉଛି। ରମେଶ ବେହେରା ଓରଫ ବାବାଜୀ ନାମକ ଯୁବକ ପଡୋଶୀଙ୍କ ସହ ଘର କାମକୁ ନେଇ ଝଗଡା କରିଥିଲେ । ପରେ ଘରୁ ବନ୍ଧୁକ ଆଣି ସମସ୍ତଙ୍କୁ ଭୟଭୀତ କରିଥିଲେ ।ଏନେଇ ଲକ୍ଷ୍ମୀସାଗର ଥାନାରେ ଏକ ଅଭିଯୋଗ ହେବାପରେ ପୋଲିସ ବାବାଜିକୁ ଥାନାରେ ଅଟକ ରଖିବା ସହ ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking