37.1 C
Bhubaneswar
Monday, May 25, 2026
Homeଅପରାଧସ୍ତ୍ରୀର ଗଳା କାଟି ହତ୍ୟାକଲା ନୃସଂଶ ସ୍ବାମୀ

ସ୍ତ୍ରୀର ଗଳା କାଟି ହତ୍ୟାକଲା ନୃସଂଶ ସ୍ବାମୀ

ବୌଦ୍ଧ : କଣ୍ଟାମାଳ ଥାନା ଚାରଭାଟି ଗାଁରେ  ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ ।  ହତ୍ୟାକାରୀ ସ୍ୱାମୀଙ୍କ ନାମ ହେଲା ସର୍ବେ ନାଏକ ଏବଂ ମୃତ ମହିଳାଙ୍କ ନାମ ଅଞ୍ଜଳି ତରିଆ । କଣ୍ଟାମାଳ ଥାନା ଚରଭାଟି ଗାଁର ଅଞ୍ଜଳି ତରିଆ ଘଣ୍ଟାପଡା ଥାନାର ବଡବାହାଲର ସର୍ବେ ନାଏକକୁ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ଏକ ବର୍ଷ ହେବ ଚରଭାଟିସ୍ଥିତ ବାପାଙ୍କ ଘରେ ଆସି ରହିଥିଲେ। ଗତକାଲି ଗଣପର୍ବ ନୂଆଖାଇ ପାଇଁ ସ୍ୱାମୀ ସର୍ବେ ଶ୍ବଶୁର ଘରକୁ ଆସିଥିଲା ଏବଂ ନୂଆଖାଇ ସାରି ସମସ୍ତେ ଶୋଇବା ପରେ ସ୍ତ୍ରୀକୁ ବିଳମ୍ବିତ ରାତିରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲା। ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking