ଭୁବନେଶ୍ୱର : ସୁଜିତ କୁମାରଙ୍କୁ ଟାର୍ଗେଟ କଲେ ସାଂସଦ ସୁଲତା ଦେଓ । ସୁଜିତ କୁମାର କେଉଁ ଦୁର୍ନୀତିି କଥା କହୁଛନ୍ତିି ? । ଦୁର୍ନୀତ ହୋଇନି ଆଗକୁ ହେବାକୁ ଯାଉଛି । ଦେଓମାଳୀ,ସିଜୁମାଳୀକୁ ଟେକିଦେବାକୁ ଯୋଜନା । ତାଙ୍କ ମୁହଁରେ ଦୁର୍ନୀତି କଥା ସୈତାନ୍ ମୁହଁରେ ବେଦପାଠ । ସୁଜିତଙ୍କ ସାଂସଦ ପାଣ୍ଠିି କିଏ ପରିଚାଳନା କରଥିଲେ ? । ଯଦି ଦୁର୍ନୀତି ହୋଇଛି ଏତେଦିନ କେଉଁଠି ଥିଲେ ? । ଡିଲ୍ ଫାଇନାଲ ପରେ ସେ ଡିଆଁ ମାରିଛନ୍ତି । କବାଡିଆ ଦରରେ ସବୁ ଯାଉଛନ୍ତି, କେତେ ଆଗକୁ ଯିବେ ।










